ସଦସ୍ଯତା

ସଦସ୍ୟ ହେବାର ନୀୟମାବଳୀ :-

୧ । ଯେ କୌଣସି ବ୍ୟକ୍ତି ଯିଏ ଆମ ସାହିତ୍ଯ ମଞ୍ଚ ଓ ଟ୍ରଷ୍ଟର ଆଭିମୁଖ୍ଯ ସହ ସହମତ ,ସଦସ୍ୟତା ଗ୍ରହଣ କରିପାରିବେ ।

୨ । ୧୮ ବର୍ଷ ବଯସରୁ କମ ବୟସ ହୋଇଥିଲେ ମାତାପିତା ଅଭିଭାବକଙ୍କ ଅନୁମତି କ୍ରମେ ସଦସ୍ଯତା ଗ୍ରହଣ କରିପାରିବେ ।

୩ । ଓଡିଆ ଭାଷା ସାହିତ୍ଯରେ ଲେଖାଲେଖି କରୁଥିବା ସାହିତ୍ଯପ୍ରେମୀ ଓ ସାହିତ୍ୟିକ ସଦସ୍ଯତା ଗ୍ରହଣ କରିପାରିବେ ।

୪ । ସଦସ୍ୟତା ଦୁଇ ପ୍ରକାର । ଆଜୀବନ ଓ ବାର୍ଷିକ ।

୫ । ବାର୍ଷିକ ସଦସ୍ଯତା ନିମନ୍ତେ ଅନୁଷ୍ଠାନକୁ ୧୦୦୦  /- ଦେୟ ଦାନ ଦେବାକୁ ହେବ   ଏବଂ ଆଜୀବନ ସଦସ୍ଯତା ପାଇଁ ୫୫୦୦ /- ଦେୟ ଦାନ ଦେବାକୁ ହେବ ।

୬। ବର୍ଷର ଯେ କୌଣସି ସମୟରେ   ଟ୍ରଷ୍ଟର ଆକାଉଣ୍ଟରେ ସଦସ୍ୟ ଦେୟ ସଦସ୍ଯତା ଗ୍ରହଣ କରିପାରିବେ ।