ଗଳ୍ପ ସଂକଳନ

ଗଳ୍ପ ସଂକଳନ –ଗଳ୍ପ ଗଞ୍ଜାମ

୧। ଗଳ୍ପ ସଂକଳନ ମଇ –ଜୁନ ମାସରେ ବର୍ଷକୁ ଥରେ ପ୍ରକାଶିତ ହୁଏ ।

୨। ସଦସ୍ୟ ହୋଇଥିବା ଯେ କୌଣସି ଓଡିଆ ଗାଳ୍ପିକ ନିଜ ଗଳ୍ପ ପଠେଇ ପାରିବେ ।

୩। ଗଳ୍ପ କେବଳ ସଂକଳନ ପାଇଁ ୧୦୦୦-୧୫୦୦ ଶବ୍ଦ ଅର୍ଥାତ A -4 PAPER ର ତିନି –ଚାରି ପୃଷ୍ଠା  ଆକୃତି DTP ଆକାରରେ ଗ୍ରହଣ କରାଯାଏ ।

୪ । ଗଳ୍ପ , ଫୋଟୋ ପରିଚୟ ପଠେଇବାର ଶେଷ ତାରିଖ ଚଳନ୍ତି ବର୍ଷର ଅପ୍ରେଲ ୩୦ ।  email –gklt2020@gmail.com

୫ । ଯେହେତୁ ଏହା ସହଯୋଗ ଭିତ୍ତିକ ସଂକଳନ , ଏଥିପାଇଁ ଗାଳ୍ପିକକୁ ୧୦୦୦ /- ସହଯୋଗ ଦେୟ ଦେବାକୁ ହୁଏ । ଏହା ବଦଳରେ ଲେଖକଙ୍କୁ ୫ ଗୋଟି ସଂକଳନ କପି ଦିଆଯାଏ ।

୬ । ସହଯୋଗ ଦେୟ ଟ୍ରଷ୍ଟ ଆକାଉଣ୍ଟରେ ଜମା କରାଯାଏ ।

୭ । ସଂକଳନର କପି ଜୁନ / ଅକ୍ଟୋବର ଉତ୍ସବରେ ସ୍ଥାନିତ ଗାଳ୍ପିକ  ସଂଗ୍ରହ କରିପାରିବେ , ଅଥବା ସେମାନଙ୍କ ପ୍ରଦତ୍ତ ଠିକଣାରେ ପଠେଇଯିବାର ବ୍ୟବସ୍ଥା କରାଯାଏ ।