ଗଳ୍ପ ଗଞ୍ଜାମ ୨୦୨୧ ରେ ସାମିଲ ହେବାକୁ ଯାଉଥିବା ଗାଳ୍ପିକ ଓ ଗାଳ୍ପିକା ଗଣ
ପରୀକ୍ଷିତ ସାହୁ , ନବରଙ୍ଗପୁର –ଅତୃପ୍ତ ଆତ୍ମା
ଡାଃ ସ୍ମୃତି ପଟ୍ଟନାୟକ ,କଟକ –ଭିନ୍ନ ଏକ ଆକାଶ
ଭାଗିରଥୀ ବେହେରା ,ଗଞ୍ଜାମ – ଚାରିକାନ୍ଧ
ମନୋଜ ଦଳବେହେରା ,ବାରିପଦା –ଅଭିଶପ୍ତ ଜତୁଗୃହ
ଭାରତୀ ପାତ୍ର ,ଗଞ୍ଜାମ –ଡଙ୍ଗା
ଜୟନ୍ତୀ ଜେନା, ଯାଜପୁର –ହାତ ବାକ୍ସ
ମନୋରମା ସାହୁ ,ଖୋର୍ଦ୍ଧା -ବଇଶାଖୀ ଶୋଷ
ଭିକାରି ଚରଣ ମହାପାତ୍ର , ଗଞ୍ଜାମ –ଦେହ
ଡ ଶାନ୍ତନୁ କୁମାର ନାୟକ, ବାଲେଶ୍ଵର –ଉପହାସିତ ଅପରାହ୍ନ
ସୁଧାଂଶୁ ଶେଖର ସାହୁ, ଗଞ୍ଜାମ –ବ୍ୟଥା
ଡା ରାଜେନ୍ଦ୍ର କୁମାର ବେହେରା,ଗଞ୍ଜାମ –ମାଛ କଣ୍ଟାରେ ଥୋପ
ଡ ସରୋଜକାନ୍ତ ରଥ , ଗଞ୍ଜାମ –ନକଲି ଜ୍ଵାଇଁ
ସୁବାସ ଚନ୍ଦ୍ର ସାହୁ , ରାୟଗଡା –ଏକାକୀ ଅଭିମନ୍ୟୁ
ଗଦାଧର ପାତ୍ର , ମୟୂରଭଞ୍ଜ –ମାୟା
ଡ ମମତାରାଣୀ ନାୟକ , ଭୁବନେଶ୍ବର –ମୁଁ ଭୁଲ ବୁଝିଥିଲି ବାପା
ଧର୍ମରାଜ ମାଝୀ , କାଲିମେଳା -ନାମ ଫଳକ
ବିଦ୍ୟୁତଲତା ମିଶ୍ର ,ଗଞ୍ଜାମ –ବେଳାଭୂମି
ଡ ଅସିତ କୁମାର ସ୍ଵାଇଁ ,ଗଞ୍ଜାମ –ମୁଁ ଫେରିଲେ ତୁମର
ଡ ସୁରେନ୍ଦ୍ର ନାଥ ସାହୁ ,ଗଞ୍ଜାମ – କୂଅ ଚୋରି
ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ , ନବରଙ୍ଗପୁର –ପାର
ଲଳିତ କୁମାର ସ୍ଵାଇଁ ,ପୁରୀ –ପାହାଡୀ ଫୁଲ
ଅନୀତା ଦାଶ , ଭୁବନେଶ୍ବର -ନିର୍ବାଣର ସୂର୍ଯ୍ୟ ଉଦୟ
ଜ୍ୟୋତ୍ସ୍ନାରଣୀ ଦେବୀ ,ଗଞ୍ଜାମ –ବରଗଛ
ସପନା ସିଂ , ଝାରସୁଗୁଡା -ଉଆଁସୀ ଚାନ୍ଦ
ସୁଚିତ୍ରା ପ୍ରଧାନ , ଗଞ୍ଜାମ –ରତ୍ନ
ବିଦୁଷୀ ଲୋପା ସାମଲ ,ଗଞ୍ଜାମ –ପୁନଶ୍ଚ
ଦେବିପ୍ରଭା ରଥ , ଗଞ୍ଜାମ –କୁଆଁରୀ ମନର ନିଆଁ
ସ୍ଵର୍ଣ୍ଣମୟୀ ପାଢୀ ,ଗଞ୍ଜାମ –ପ୍ରତିଛବି
ପ୍ରଶାନ୍ତାମୟୀ ରଥ , ଗଞ୍ଜାମ –ଶୁଭବେଳା
କୁସୁମ କୁମାରୀ ପଣ୍ଡା ,ଗଞ୍ଜାମ –ବିଧିର ବିଧାନ
କ୍ଷଣପ୍ରଭା ଶତପଥୀ ,ଗଞ୍ଜାମ –ନିଷ୍ପତ୍ତି
ରଞ୍ଜନ କୁମାର ବ୍ରହ୍ମା , ଗଞ୍ଜାମ –ମାଟି
ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଗଞ୍ଜାମ-ତଥାପି ବଞ୍ଚିଛି
ଅଞ୍ଜନା ବେହେରା ଗଞ୍ଜାମ –ଫୁଲମାଳ
ମମତା ରାଣୀ ଦାଶ , ଭଦ୍ରକ -ଶେଷ ଜହ୍ନ
ତ୍ରିଲୋଚନ ଦାଶ , ଗଞ୍ଜାମ –ତମସା ରହିଛି ଅନେଇ
ବଟକୃଷ୍ଣ ତ୍ରିପାଠୀ ,ଗଞ୍ଜାମ –କରୋନା କାଳର କରୁଣ କଥା
ସୁଦାମ ଦଳବରା , ଗଞ୍ଜାମ –ସେଇ ଭୁଲ ପାଇଁ
ଶିବାନନ୍ଦ ବାରିକ ,ଗଞ୍ଜାମ –ପେଟ ପୂରୁନି
ଧର୍ମାନନ୍ଦ ମହାରଣା , ଗଞ୍ଜାମ -କପାଳ ଲିଖନ
ସୁନୀତା ପ୍ରଧାନ , କୋରାପୁଟ -ସୂର୍ଯ୍ୟ ଉଦୟ ପରର ଆକାଶ
ଅଜ୍ଞାନ କୁମାର ଚାନ୍ଦ, କେଉଁଝର –ସଂଖ୍ୟାରେଖା
ଦମୟନ୍ତୀ ଜେନା , ଗଞ୍ଜାମ –ସମ୍ପର୍କ ହୃଦୟର
ବିମଳ କୁମାର ରାଉଳ , ବାଲେଶ୍ଵର –ବାର୍ଦ୍ଧକ୍ୟର ଅପମୃତ୍ୟୁ
ବିଭୁ ପ୍ରସାଦ , ଯାଜପୁର –ଚନ୍ଦ୍ରିକା ଚୋରି
ପବିତ୍ର ବେହେରା , ଗଞ୍ଜାମ –ସୁପ୍ରିୟାର ସ୍ଵପ୍ନ
ଏବଂ ଅନେକ