ସମ୍ମାନ

ସମ୍ମାନ

୧। ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମ୍ମାନ , ପୁସ୍ତକ ସମ୍ମାନ ଓ ଅନ୍ୟ ସମ୍ମାନ ନିମନ୍ତେ  କେବଳ ସଦସ୍ୟ ମାନଙ୍କୁ ହିଁ ବିଚାରକୁ ନିଆଯାଏ ।

୨ । ଅନୁଷ୍ଠାନ ଦ୍ଵାରା ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ନୀତି ନିୟମ ବିଧି ଅନୁସାରେ ସମ୍ମାନ ପ୍ରଦାନ କରାଯାଏ ।

୩ । ସମ୍ମାନ ପାଇଁ ଦିଆଯାଉଥିବା ଧନ ରାଶି ୨୦୨୦ ଠାରୁ ଚେକ ଆକାରରେ ଦିଆଯିବାର ନିର୍ଦ୍ଧିଷ୍ଟ କରାଯାଇଛି ।

୪ । କେବଳ ଅନୁଷ୍ଠାନ ଦ୍ଵାରା ନିଯୁକ୍ତ ବିଚାରକଙ୍କ ଦ୍ଵାରା ହିଁ ସମ୍ମାନ ବିଚାର କରାଯାଇ ଥାଏ ।