ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ତରଫରୁ
ରାଜ୍ୟସ୍ତରୀୟ ଶିଶୁ କବିତା ସଂକଳନ ଘୋଷଣା
ନୀତି ନିୟମ
୧ – କେବଳ ନିର୍ବାଚିତ ୧୦୦ଟି କବିତା ସମ୍ମିଳିତ ହେବ ।
୨ – ଶିଶୁ ଆନନ୍ଦ ଦାୟକ ନିର୍ବାଚିତ କବିତା ସମ୍ମିଳିତ ହେବ ।
୩ – କବିତା ୨୬ ଧାଡିରୁ ଅଧିକା ହେଲେ ଗ୍ରହଣ କରାଯିବ ନାହିଁ ।
୪ –ସୁନ୍ଦର ଭାବେ ଟାଇପ କିମ୍ବା ହସ୍ତ ଲିଖିତ ନିର୍ଭୁଲ ଲେଖା ହିଁ ଗ୍ରହଣ ଯୋଗ୍ୟ ।
୫ –ଲେଖା ସହ ଠିକଣା ଓ ଫୋନ ଲେଖାଯିବା ଦରକାର ।
୬ –ମଇ ୧୫ ସୁଦ୍ଧା ଲେଖା କେବଳ ଡାକରେ ପହଞ୍ଚିବା ଆବଶ୍ୟକ ।
୭ –ମୁଦ୍ରଣ ଓ ପ୍ରକାଶନ ଅଧିକାର କେବଳ ଟ୍ରଷ୍ଟ ପାଖରେ ରହିବ ।
୮ –ଲେଖା ପ୍ରକାଶିତ କି ଅପ୍ରକାଶିତ ହେଲେ ଚଳିବ କିନ୍ତୁ ଆନନ୍ଦ ଦାୟକ ହେବା ଆବଶ୍ୟକ ।
୯ –ଏହି ସଂକଳନର କେବଳ ଗୋଟିଏ ଲକ୍ଷ୍ୟ –ଓଡିଆ ଶିଶୁ ସାହିତ୍ଯ ବିଭାଗକୁ ସମୃଦ୍ଧ କରି ଶିଶୁ କବିଙ୍କ ପ୍ରତିଭାକୁ ସମ୍ମାନ ଦେବା ।
୧୦ –ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ନିର୍ଣ୍ଣୟ ସର୍ବୋପରି ହେବ ଏବଂ ଶ୍ରେଷ୍ଠ ତିନୋଟି କବିତାର ଲେଖକଙ୍କୁ ସମ୍ମାନୀତ କରାଯିବାର ଆୟୋଜନ କରାଯିବ ।