ଆଜୀବନ ସଦସ୍ୟ କବି ଧର୍ମାନନ୍ଦ ମହାରଣା

ଆଜୀବନ ସଦସ୍ୟ  କବି ଧର୍ମାନନ୍ଦ ମହାରଣା

୧୯୯୨ ମସିହାରେ ଜନ୍ମ ଗ୍ରହଣ କରନ୍ତି କବି ଧର୍ମାନନ୍ଦ ମହାରଣା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ଗ୍ରାମରେ ମାତା ଶ୍ରୀମତୀ ସୁକୁମାରୀ ମହାରଣା ଓ ପିତା ଶ୍ରୀଯୁକ୍ତ ବିଶ୍ଵନାଥ ମହାରଣାଙ୍କ କୋଳମଣ୍ଡନ କରି ।

ବୃତ୍ତିରେ ଶିକ୍ଷକ ବର୍ତ୍ତମାନ ଓଡିଆ କବିତା ଓ ଗଳ୍ପ କ୍ଷେତ୍ରରେ ଏକ ସମ୍ଭାବନା ଯାହାଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକା ତଥା ଖବର କାଗଜ ସାହିତ୍ଯ ପୃଷ୍ଠାରେ ସ୍ଥାନିତ ହୋଇ ଅଦୃତି ଲାଭ କରୁଛି । ତାଙ୍କ ଦ୍ଵାରା ଲିଖିତ ଓଡିଆ ସାହିତ୍ଯର ନୂତନ ଶୈଳୀ ସଜଲ ପାଠକଙ୍କୁ ଅଧିକ ପସନ୍ଦ ଆସିଛି ।

ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ କବିଙ୍କୁ ଆଜୀବନ ସଦସ୍ୟ ରୂପେ ସ୍ଵାଗତ ସହ  ସାହିତ୍ଯ ସାଧନାର ସମୃଦ୍ଧି କାମନା କରୁଅଛୁ ।